by Pranati Jena ✓ · 14 Aug 2021
ହେ ବନମାଳୀ ନୀଳନଭେ ବିବିଧରଙ୍ଗେ ଇନ୍ଦ୍ରଧନୁ ଶୋଭାବନ ପାତକୀ, ଚାତକୀ ହେଉ ମୋଚନ କର ହରିହେ ବର ବରଦା ଶ୍ରୀ ବିଭୂଷିତ ପଦେ ଅନୁଭବେ ନିରନ୍ତର ଥାଅ ସଦା
Loading comments…
Loading comments…