by Gyanaranjan Sahoo ✓ · 21 Aug 2017
ପ୍ରୀତିର ବଇରି ସଜାଏ ଶ୍ମଶାନ ଜୀଅନ୍ତା ଶବର ଯୁଇ, ଆତ୍ମ ବ୍ୟବଚ୍ଛେଦ କାଳେ କାଳେ ସାକ୍ଷୀ ପିରାମିଡ୍ ରଚି ଦେଇ ।
Loading comments…
Loading comments…