by DEEPAK KUMAR PATRA ✓ · 20 Mar 2020
ତମେ ଗଳ୍ପ ହେଇଯାଅନ୍ତ କି ମୁଁ ଗାଳ୍ପିକ ହୋଇ ତୋଳିଦିଅନ୍ତି ଜୀବନର ଉତ୍ଥାନ ଓ ପତନକୁ ଭାବନାର ଲେଖନୀରେ କଳ୍ପନା ର ଯାଦୁଗରୀ ସ୍ପର୍ଶରେ ଅନନ୍ତ ଆକାଶର କୋଳରେ ।।
Loading comments…
Loading comments…