by Jyochhna rani Devi ✓ · 10 Jul 2021
ମେଘ ବରଷୁଛି ରିମିଝିମି ସୁରେ ବେଙ୍ଗୁଲି ଗାଉଛି ଗୀତ ପୀରତି ଆଶାୟୀ ଚକୋର ମୁଁ ତୋର ତୋ ପାଇଁ ପ୍ରତୀକ୍ଷାରତ ମାଟିର ମହକ ମହକି ଯାଉଛି ଶିହରାଇ ତନୁମନ ଆଦ୍ୟ ଆଷାଢ଼ରେ କଳାପୀ ଗାଉଛି ମିଳନର ମଧୁସ୍ଵନ ।
Loading comments…
Comments
Loading comments…