by Jayashree Maharana ✓ · 27 Aug 2020
ତା ପାଉଁଜି ଶବ୍ଦ ପ୍ରୀତିର ସଙ୍ଗୀତ କାନର ଝୁମୁକା ତୋଳେ ମୂର୍ଚ୍ଛନା ଲାଜେଇ ଲାଜେଇ କହିଯାଏ ମୋତେ ମୋ ହୃଦୟେ ଲେଖା ତା'ର ଠିକଣା
Loading comments…
Loading comments…