by Amit Bal ✓ · 31 Oct 2020
ବେଳେବେଳେ ନିଃସଙ୍ଗତା ଶାଗ ଖରଡି ଖାଇବା ଶିଖାଏ ପ୍ରିୟ ଖାଦ୍ୟ ଖାଇବାର ଆଶା ମଣିଷକୁ କିଛି ଦିନ ବଞ୍ଚାଏ, ଏଇ ଯେମିତି ମୋର ପ୍ରିୟ ଖାଦ୍ୟ ମଟନ ମୁଢି ମୋତେ ଲାଗେ ମୁଁ ଜୀଇଁ ପାରିବନି ତାକୁ ଛାଡି
Loading comments…
Loading comments…