by janmajaya nayak ✓ · 2 Jan 2022
ପ୍ରିୟା ଗୋ ତୁମ ହଳଦୀମଖା ଦେହ ମୋ ଠୁଁ ମୋତେ କରେ ଚୋରି ଯେତେ ଥର ଦେଖେ ଫେରେନି ନଜର ସତେ ସରଗ ଅପ୍ସରୀ । ଚେହେରାର ଝଲକରେ ଭିଜୁଥାଏ ହଜୁଥାଏ ଦେହ ମନ ଲାଜଭରା ଚାହାଣୀରେ ।
Loading comments…
Comments
Loading comments…