by Dharitri Das ✓ · 23 Oct 2020
ପଢୁଛି ନଭେଲ ଭଳିକି ଭଳି ପ୍ରେମ କରିବାରୁ ଖାଉଛି ଗାଳି। ପ୍ରିୟା ମୋର ଭାରି ଛଟକି ବାଟେ ଦେଖି କରେ ନଟଙ୍କି। ପିଲାଙ୍କ ପରି କରଇ ଅଳି ଦେଖି ପଡିଶା ଯାଆନ୍ତି ଜଳି।
Loading comments…
Comments
Loading comments…