by Prafulla Chandra Mishra ✓ · 23 Feb 2021
ସତେ କେତେ କଷ୍ଟ ଏ ବିରହ ବିଚ୍ଛେଦ ଅନୁଭବୀ ହିଁ ଜାଣଇ ପ୍ରିୟା ବିଚ୍ଛେଦରେ ବିରହୀ ଯକ୍ଷ ମେଘେ ପତ୍ର ଦିଏ ପଠାଇ କବି ମାନସରେ ବିଚ୍ଛେଦର ଚିତ୍ର ମାର୍ମିକ ବେଦନା ଜ୍ଵାଳା ସହି ନୁହଇ, ତୋ ବିଚ୍ଛେଦେ
Loading comments…
Loading comments…