by Santosh Kumar Ojha ✓ · 3 Mar 2022
ତମେ ସନ୍ଧ୍ୟାଠୁ ସୁନ୍ଦର ବୋଲି ନିଶି ଶରଣକୁ ଗଲେ ଚଳି । ଉଷାଠୁ ସୁନ୍ଦର ପଦ୍ମଠୁ ସୁନ୍ଦର କଇଁଠୁ ସୁନ୍ଦର ଜହ୍ନଠୁ ସୁନ୍ଦର ତମେ ସୁନ୍ଦରୀଙ୍କ ଶିରୋମଣି କୁହ କେମିତି ପାରିବି ଆଣି ?
Loading comments…
Comments
Loading comments…