by Surjyakanta Dash ✓ · 28 Oct 2020
ତୋ ଓଠ ନୀଳ କଇଁ ଗୋଲାପ ସଦୃଶ ପଦ୍ମ ପରି ମୁହଁ ତୁମ କରେ ସମସ୍ତଙ୍କୁ ବଶ ।3। ଚୁପି ଚୁପି ଆସ ତୁମେ ଶବ୍ଦ ଶୁଣାଯାଏ ନାହିଁ ଗୁଣୁ ଗୁଣୁ ଗୀତ ଗାଇ ମନ ନିଅ ମୋର ମୋହି ।4।
Loading comments…
Comments
Loading comments…