by Manoja kumar Pattnayak ✓ · 31 Aug 2021
ପଦ୍ମ ଫୁଲ ଆଉ ଭଲ ଦିଶୁନାଇ ଯେବେଠୁ ମୋ ପ୍ରିୟା ହତ ଧରିଲି ତା ହାତ କୁଆଡେ ଚମ୍ପା କଢି ପରି ଦେଖି ଦେଖି ମୋର ମନ ଭରିଲି ଏ ପୁଣି ମୋହର ମନର କଥା ଏ କାଳେ ମୋହର କବିତା ଲେଖା
Loading comments…
Comments
Loading comments…