by Gouri Panda ✓ · 14 Aug 2019
ବରଷା ଗୋ ତୁମେ ସର୍ବ ପ୍ରିୟତମା । ଆଶ୍ବସନା ଦେଇ କରିଦିଅ କ୍ଷମା । ବରଷା ତୁମକୁ ସହସ୍ର ପ୍ରଣାମ । କରୁଅଛି କାମ୍ୟ ଉପସ୍ଥିତି ତୁମ ।
Loading comments…
Loading comments…