by Kumarlal Rana ✓ · 29 Dec 2020
ସେ ମୋର ସୁନା ସେ ମୋର ଗୁନା ପୀରତି କରା ରାନୀ l ତାର ବିନେ କେ ଅଛେ ଦେଖାସି କେଡ଼େ ଚାହା ନି l ଗୁପତର କଥା କହିଦେଶି ହସି ହସି ମତେ l ହେତିର ଲାଗି ଝୁରି ମରସି ତାର ବିନୁ କେତେ l
Loading comments…
Comments
Loading comments…