by Ram Prasad Bisoi ✓ · 22 Aug 2017
ପ୍ରଜାପତି ତମର କାନ୍ଦୁଛି ଗୋଲାପ । ଛୁଇଁ ଦେଲି ବୋଲି କହିଦେଲ ମନ ମଶାଣି ରେ ଖୋଜୁଛ ଜୀବନ ତୁଳସୀ ଚନ୍ଦନ ଅଗୁରୁ ହୋଇ ତ ବାସ ସତ ରେ ନା ହେଲେ ବି ଗପରେ କଟି ଯାଉ ଏ ଜୀବନ । ପ୍ରଜାପତି ତମର କାନ୍ଦୁଛି ଗୋଲାପ । ରାମ ବିଶୋଇ (କାଶ୍ୟପ) ରାୟଗଡ଼ା ।
Loading comments…
Comments
Loading comments…