by Sasmita Mohapatra ✓ · 26 Apr 2019
ଜନ୍ମଦାତା,ଜନ୍ମଦାତ୍ରୀ ମୋର ଆଦରରେ ପାଳୁଥିଲେ ପରଘର ଧନ ବୋଲି ଶୁଆପରି ମନ୍ତ୍ର ଦେଇଥିଲେ ଘରର ସଂସ୍କାର ଯେପରି ନ ଯାଉ ତୁ ଭୁଲି
Loading comments…
Loading comments…