by Rajalaxmi Tripathy ✓ · 22 Nov 2019
ତୁ ଅଛୁ ମୋ ସହ ତୋ ପ୍ରେମର ଜୁଆରରେ ମୁଁ ଦେଖେ ମତେ ଭାସିବାର ସ୍ଵପ୍ନ ଦେଖେ ବିନ୍ଦୁଟିଏ ହୋଇ ଛୁଇଁବାକୁ ତ୍ରିଭୂବନ ।
Loading comments…
Loading comments…