by jyotsna mayee panda ✓ · 30 Jun 2021
ସ୍ନିଗ୍ଧ ସକାଳରେ ଉଡି ବୁଲେ ମୁହିଁ ଅନ୍ତରୀକ୍ଷେ ହୁଏ ଲୀନ... ସବୁଜ ବନାନୀ ଗିରି ଚୂଡ଼ ଡେଇଁ ଦେଖେ ମୁଁ କେତେ ସପନ... ସତ କି ହୋଇବ ସପନ ମୋହର ମୁଁ ତୁଚ୍ଛ ସେ ବିହଙ୍ଗମ
Loading comments…
Comments
Loading comments…