by Paramita Mishra ✓ · 20 Jul 2017
ଛଦ୍ମରୁପି ମୁଁ ଅଦିନାମେଘ ମୋ ନା, ସୂର୍ଯ୍ୟ ସାଥେ ପ୍ରେମ ଏକ ମରିଚୀକା ଜାହା। ହେ ମୋର ପ୍ରିୟବର କରିଦେବ କ୍ଷମା ତୁମର ହୋଇ ପାରିବନି ପ୍ରକୃତି ରାଜଜେମା।
Loading comments…
Loading comments…