by PRABHAS KUMAR MOHAPATRA ✓ · 30 Jul 2020
ବିକାଶ ଯେ କହି ଚିନ ଦେଲା ବାହି କରୋନା ଭୁତାଣୁ ଭାଇ । ଧୋଉଛୁ ଯେ ଅଖା ହେଉ ନାହିଁ ସଫା ସରୁନି ଯେ ଗୁଣ ଗାଇ ।।୫ ଭାବୁଛି ନିଶ୍ଚିତ ଆସିବ ଯେ ସତ କରୋନା ର ଯେ ଭଉଣୀ । କେଉଁଝରେ ପୁଣି ତାଣ୍ଡବ ରଚିବ ଭଗିନୀ ତାର କରୁଣୀ ।।୬
Loading comments…
Comments
Loading comments…