by jyotsna mayee panda ✓ · 27 Mar 2021
ଦୂର ପଥ ଯାତ୍ରୀ ତୁମେ ସୁନୀଲ ଅମ୍ବରେ ପର ଝାଡ଼ି ଉଡିଯାଅ ଦୂରେ ବହୁ ଦୂରେ ଭାସିଯାଏ ସବୁ ସପ୍ନ ଭସା ବାଦଲରେ ଉଡ଼ିଯାଅ ହେ ବିହଙ୍ଗ! ସୁଦୂର ପ୍ରାନ୍ତରେ... ହଜିଯାଅ ପୁଣି କେଉଁ ଅଜଣା ଦ୍ୱୀପରେ
Loading comments…
Loading comments…