by Ramachandra Bhutia ✓ · 20 Jun 2021
ହେ ମାନବ ମୁଁ କହୁଛି ପ୍ରକୃତି ସୀମା ପାର ହୋଇ କରିଛୁ ତୁ ଯେଉଁ ଅତ୍ୟାଚାର କରୋନା ଭୂତାଣୁ ଆଜି ତାହାର ଯେ ଫଳ । ସରିନି ସମୟ ବେଳ ହୁଁ ହୁଅ ସାବଧାନ ନହେଲେ ହେବୁ ତୁ ନିଶ୍ଚେ ଧରାରୁ ନିଶ୍ଚିହ୍ନ ।
Loading comments…
Comments
Loading comments…