by Sunanda Mohanty ✓ · 2 Apr 2020
ବୁଝି ଯାଉଛି କି ତାର ମାନେ ଅଭିଧାନ ପାଇ ଜଗନ୍ନାଥ ତ ନିଜେ ଅଭିଧାନ ନୀରବତା ଭିତରେ ଭକ୍ତର ଏକମାତ୍ର ପ୍ରଲୋଭନ ଓଁ ବ୍ରହ୍ମର ନିନାଦ ଆସ୍ଵାଦନ ଜି ଯିବାକୁ ଆଉ କିଛି ଦିନ ।
Loading comments…
Loading comments…