by Suchismita Sahoo ✓ · 20 May 2021
ହୁଙ୍କାରରେ ଯାର ହୁଏ ଥରହର ଶ୍ରତ୍ରୁର ନିଷ୍ଠୁର ଛାତି ଗଙ୍ଗା ଠାରୁ ଗୋଦାବରୀ ପରିବ୍ୟାପ୍ତ ଯାହାର ଅକ୍ଷୟ କୀର୍ତ୍ତି ଯେତେ ଲେଖିଲେବି ସରିବନି ଯାର ଅସୀମ ଗୌରବ ଗାଥା ସେହି ଉତ୍କଳର ଦିବ୍ୟ ଚରଣରେ ସଶ୍ରଦ୍ଧେ ନୁଆଁଏ ମଥା ।
Loading comments…
Loading comments…