by Shashanka sekhar Ray ✓ · 13 Aug 2018
ସ୍ରୋତସ୍ଵନୀ ତୁମେ ତଳକୁ ପଡିବ ଝରି ପାହାଡ ବନାନୀର ଛାତିକୁ ଚିରି ମିଶିବାକୁ ଥରେ ମୋ ହୃଦସାଗରେ କୋଣାର୍କର କାନ୍ଥେ ନଗ୍ନ ଶିଳାକୃତି ପରି ।
Loading comments…
Comments
Loading comments…