by Pranati Panda ✓ · 14 Dec 2021
ପ୍ରଭୁ ସମର୍ପଣେ ଜୀବନ ଆରମ୍ଭ ଚଳୁଛି ଜୀବନ ପଥ , କରିବନି ପର କରୁଛି ଜୁହାର ଦେବ ଦେବ ଜଗନ୍ନାଥ । ସୁଖ ଦୁଃଖ ହସ କାନ୍ଦର ଫର୍ଦ୍ଦରେ ତୁମେ ମୋ ଜୀବନ ମୁକ୍ତି , ଶେଷ ଦିନ ଯାଏଁ ତୁମ ଆଶୀର୍ବାଦ କେବଳ ମୋହର ଶକ୍ତି । ସମୟ ହାତରେ ଖେଳ
Loading comments…
Comments
Loading comments…