by Sanuja Meghamala ✓ · 7 Aug 2019
କେମିତି ବୁଝେଇ ପାରିବି ନିଜକୁ ମୁଁ ନିଜେ ଜୀବନ ଗଣିତ ସବୁ ଧାରା ହଜେଇ ଦିଅନ୍ତି ସମାଧାନ କରି ହୁଏନି ଅନେକ ସରଳ ପୁଣି ଜଟିଳ ପ୍ରଶ୍ନ,ଖାଲି ପ୍ରଶ୍ନ!
Loading comments…
Comments
Loading comments…