by Anita Ray ✓ · 2 Jul 2018
ତୁଠ ପଥରର ଶିଉଳି ମୁଁ ନୁହେଁ କୁଳୁକୁଳୁ ନଈ ପାଣି ପାଦ ରଖିଦେବ ସେ କୂଳରେ ତମେ ଧୋଇ ଦେବି ଜାଣିଜାଣି ।
Loading comments…
Loading comments…