by Nibedita Mishra ✓ · 12 Jan 2022
ଯୋଗ ବଳରେ ମାତୃତ୍ୱ ଲାଭ କରି ପାଇଥିଲି ପୁତ୍ର ସାରାଜୀବନ ସେ ନିଜର ପରିଚୟ ଲାଗି ହେଲା ହନ୍ତସନ୍ତ ଆଖିସାମ୍ନାରେ ପୁତ୍ରକୁ ଦେଖିବି ମାତୃତ୍ୱକୁ ବଳିଦେଇ ପ୍ରତିକ୍ଷଣ ପଶ୍ଚାତାପର ଅଗ୍ନିରେ ହେଉଥିଲି ଭସ୍ମୀଭୂତ।
Loading comments…
Comments
Loading comments…