"ତୁମେଅଛ" ଏଇ ସେ ପ୍ରତୟ। ଭରିଦେବ ଅନ୍ତରରେ ଅସରନ୍ତି ସୁଖ।। ତୁମରି ଇଚ୍ଛାରେ ହୁଏ ପ୍ରଥମରୁ ଶେଷ ଯାଏ ବଦଳିବା ତୟ । ବଦଳେ ମଣିଷ ଆଉ ବଦଳେ ସମୟ ।। ଦୁଃଖ ଏଠି ସୁଖ ବି ପାଲଟେ ଧୂଧୂ ଖରା ଲାଗେ ଛାଇପରି ପୁରା ସୁଖମୟ।। ମନର ଆଇନା ଦେଖେ ଜୀବନରେ ଯେତେ ଜଳଛବି । ହେଲା କି ନହେଲା କିଏ ଦେଲାକି ନ ଦେଲା ଏତେ କାହିଁକି ଭାବିବି ।।
Loading comments…