by Prabhati Mahapatra ✓ · 7 Jan 2022
ବ୍ରଜପୁର ଘରେ ଘରେ କାହିଁ ନଆସୁ ନଜରେ ବାଙ୍କ ଚାହାଣି ନପଡେ ମୋ ନେତ୍ରେ ଆଜି ଗୋପାଳୁଣୀ ଗାଳି ମନ୍ଦ ମନରେ ଉପୁଜେ ଦ୍ଵନ୍ଦ୍ୱ ଦେଖି ହୃଦ ହାଣି ହୁଏ ନୟନ ଭିଜି
Loading comments…
Comments
Loading comments…