by SURESH KUMAR MOHAPATRA ✓ · 22 Aug 2021
ଦିବସ ଗାରିମା ଯେବେ ରବିଙ୍କ ମହିମା ମଣ୍ଡେ ବିଦ୍ରୋହୀ ଜହ୍ନ ପାହାଡ଼ ଠୁ ମୁଣ୍ଡ ଟେକେ, କିଛିମୁହୂର୍ତ୍ତର ବିଦ୍ରୋହ ପରେ ସକାଳର ଶିଥିଳତା ପକ୍ଷୀର କାକଳି ସର୍ବ କ୍ଷାନ୍ତ ,ସର୍ବ ଶାନ୍ତ ।।
Loading comments…
Loading comments…