by Sambit Srikumar ✓ · 10 Dec 2020
ସମୟ ଅଟଇ ଏ ମହୀରେ ମହାଶକ୍ତିମାନ ତା'ର ଅପଚୟେ ହୀନିମାନ ହୁଏ ବିଜ୍ଞଜନ!! ସଭିଙ୍କ ଈଛାରେ ସଦା ମିଶାଇ ମୋହର ମନ ଭୁଲି ମୁଁ ଯାଇଛି ଆପଣାର ଦୃଢ଼ ସ୍ବାଭିମାନ!! ଅଧ୍ୟୟନ ପଠନରେ ଦେଇ ନାହିଁ ତିଳେ ମତି ସେଥିଲାଗି ଆଜି ମୋହର ଚରମ ଅଧୋଗତ
Loading comments…
Loading comments…