by Debaki Behera ✓ · 6 Nov 2020
କେଉଁ ବିପଦକୁ ଖାତିର ନକରି ସାମ୍ନା କରେ ଦମ୍ଭ ପଣେ ଶତ୍ରୁ ଯଦି ଥିବ ଡରି ପଳାଇବ ତାର ଦମ୍ଭ ଦେଖି କ୍ଷଣେ l ରାଗିଗଲେ ସିଏ ଶତ୍ରୁ କୁ ନଛାଡେ ତା ଜୀବନ ଥିବା ଯାଏ ମାଲିକ ପାଇଁକି ନିଜ ଜୀବନକୁ ବାଜି ବି ଲଗେଇ ଦିଏ l ସ୍
Loading comments…
Comments
Loading comments…