by Dr.Soumya Ranjan Khatua ✓ · 30 Apr 2021
ସକଳ ଘଟେ ତୁମେ ବିଦ୍ୟମାନ ପୁଣି , ତେଣୁ କଂସ ତୁମକୁ ମାରିବବା କେମିତି ପୁଣି , ନିହତ କରିବାକୁ ତୁମକୁ ହେ ଗୋବିନ୍ଦ କଲା ବୃଥା ଚେଷ୍ଟା ନିଜକୁ ଶକ୍ତିଶାଳୀ ମଣି , ସକଳ ସଦ୍ୟଜାତ ଶିଶୁ କରିଲା ନିହତ ତୁମକୁ ନପାରି ଜାଣି
Loading comments…
Comments
Loading comments…