by Nrusingha Panigrahi ✓ · 31 May 2021
ତୁ ତ ମାଆ, ସର୍ବଂସହା ଆଉ ମୁଁ ତୋ କୋଳର ଜୀବନଧାରା ସହିଯାଉ ତୁ କେତେ ଯେ କଷ୍ଟ ମୁଁ ତୋ' ଠାରୁ ବଞ୍ଚିବା ଶିଖିଛି ଆଉ ଶିଖିବି ସେଥିପାଇଁ ବୋଧେ ମାଆ ପୁଅର ସମ୍ପର୍କ କେ' ଜାଣେନା
Loading comments…
Comments
Loading comments…