by Binaya Bhusan Panigrahi ✓ · 1 Jul 2019
ମାନି ପାରିଲିନି, ଭାବିଲି, ଭାବନାକୁ ବିରାମ ଦେଇ ଟିକେ ପଚାରିଦେବି ସେ ଫୁଲକୁ ସିଏ ଯଦି ସେଇଫୁଲ ଥିଲା କାହିଁ ଗଲା ରଙ୍ଗ ତା'ର ଯାହା ଦିନେ ରଙ୍ଗେଇ ଥିଲା ମୋ ସ୍ବପ୍ନକୁ
Loading comments…
Comments
Loading comments…