by Sabita Nayak ✓ · 17 Jun 2021
ଚାରିମାସ ହେଲା କାମଧନ୍ଦା ତ ନାହିଁ ପଇସାଟିଏ କେଉଁଠୁ ଆଣିବି ମା'ର ଔଷଧ? ଛୁଆଁଙ୍କର ଖାଇବା? ହେ ଭଗବାନ! ତୁମେ ହିଁ ଭରସା ହଜିଯାଏ କୁଆଡେ ମୋ ବୁଦ୍ଧି ପତ୍ନୀଙ୍କ ହାତରେ ସାତଗଣ୍ଠିହୋଇ ଚିରାକନ୍ଥାତଳେ ମଳିନ ପଡିଥିବା ଗୋଟିଏ ସୁନାମୁଦି
Loading comments…
Comments
Loading comments…