by SARATA KUMAR DAS ✓ · 28 Jun 2019
ଜୀବନର ସବୁ ସୁଖ ଚାଲିଗଲାପରେ ଆକାଶରେ ଅଦିନିଆ ମେଘ ଢାଙ୍କିଗଲାପରେ ଦଲକାଏ ପବନରେ ବୀପଶିଖା ଲିଭିଗଲା ବେଳେ ସେ ଯଦି କୋଳେଇ ନିଏ ନିଜର କରିଦିଏ ତା' ଦରଦୀ ଭାଷାରେ କପାଳକୁ ଛୁଇଁ ଦିଏ ପୋଛିଦିଏ ଅସରା ଲୁହ ନିଶୀଥ ପ୍ରହରେ , ବାଟ କାଢିନିଏ ଝଡର ତାଣ୍ଡବ ଭିତରେ ; ତେବେ .............
Loading comments…
Loading comments…