by Debabrata Mishra ✓ · 4 Feb 2022
ଅପେକ୍ଷା ତ ଟିକେ ମୁଖଚନ୍ଦ୍ରମାରେ ହସର ସୁଆଗମନ ବରଷା ଓଦାମାଟିର ବିରଳ ବାସ୍ନା ଆସେ ବିନା ଶିରାବଣେ ଅବର୍ଣ୍ଣନୀୟ ଭାବର ସେ ସୁନୀଳ ସାଗର ଅଲେଖା ସେ କଥା ଏହି ଆଖି ଖୋଜୁଥାଏ ସେ ଆଖିକୁ ପ୍ରତି ମୁହୂର୍ତ୍ତ ଓ ପ୍ରତି କ୍ଷଣେ।
Loading comments…
Comments
Loading comments…