by Raja Sekhar CH V ✓ · 27 Jul 2019
ବର୍ଷ ବର୍ଷକୁ ହେବ ନୂତନ ଜନଙ୍କ ସହ ମିତ୍ରତା, କେବେ ବି ଭୁଲିବେନି ପୁରାତନ ବ୍ୟକ୍ତିଙ୍କ ବନ୍ଧୁତା, ବଢ଼ି ବଢ଼ି ଚାଲିବ ଯେ ଜୀବନ ନିଶୁଣିର ଉଚ୍ଚତା, କଷ୍ଟକାଳରେ ବାଲ୍ୟବନ୍ଧୁ ଜଣାନ୍ତି ନିଜ ଆତ୍ମୀୟତା
Loading comments…
Comments
Loading comments…