by Parshuram Biswal ✓ · 22 Jul 2017
ସବୁଠି ଶୁଣୁଚୁ ନାରୀ ନିର୍ଯାତନା ଆରେ ମୋ କଳାଠାକୁର ପୁରୁଷ ବି ଏଠି ନିର୍ଯାତିତ ହୁଏ, ରଖିଚୁ କି ଏ ଖବର ଗୁମୁରି କାନ୍ଦୁଚି ସେଇ ପ୍ରାଣ ଗୋଟି ଯିଏ ହେଉଚି ଶିକାର ।
Loading comments…
Loading comments…