by RUNALAILA MOHANTA ✓ · 25 May 2021
ଦେହତ୍ୟାଗ ଯେବେ ଶ୍ରୀକୃଷ୍ଣଙ୍କ ହୋଇଲା ଅନ୍ତିମ ସଂସ୍କାର ପରେ ଦେହ ପଞ୍ଚତତ୍ତ୍ୱରେ ମିଶିଲା ହୃଦୟ ଯେ ଶରୀରର ଜୀବନ୍ତ ରହିଲା ଶ୍ରୀଜଗନ୍ନାଥଙ୍କ କାଷ୍ଠ ମୂରତିରେ ରହିଅଛି ପରା ।
Loading comments…
Comments
Loading comments…