by ବି. ନିରୁପମା ✓ · 19 Apr 2022
ଘରକୁ ଫେରିଲା ଯେବେ ମାଉସୀ ଦେଖିଲା ନାହିଁ ତା' ବଡ଼ ଇଲିଶି ଇଆଡ଼େ ସିଆଡ଼େ ଖୋଜିକି ଦେଖିଲା ଡାମରା ଖାଉଛି ଗଛରେ ବସି ।
Loading comments…
Loading comments…