by Prasanna Kumar Madala ✓ · 30 Jun 2020
ଉଲ୍ଲାସ ଲହରୀ ଯାଇଥିବ ଭରି ଥୋଉଥୋଉ ତୁମେ ପାଦ ସୁଖସମୃଦ୍ଧିର ବନ୍ଦାପନା ସାଥେ ବାଜୁଥିବ ଶଙ୍ଖନାଦ । ସୁହାଗିନୀ ବେଶେ କୁଳଲକ୍ଷ୍ମୀ ପାଶେ ପରିଜନ ଥିବେ ଘେରି କୋମଳ ପୟରୁ ରୁଣୁଝୁଣୁ ସ୍ବନ ଶୁଣୁଥିବି କାନ ଡେରି ।
Loading comments…
Comments
Loading comments…