by Anirudha Kund ✓ · 16 Dec 2020
କ୍ଷୀରକୁ ଆଣିଲି ପୂଜିବି ଭାବିଲି ଦେଖିଲି ଖାଇଛି ବାଛୁରୀ ଭାବିଲି ମନରେ ଧୋଇବି ଲୁହରେ ପାଦକୁ କାଳିଆ ତୋହରି ପାଉନାହିଁ ମୁହିଁ ଶୁଦ୍ଧ କିଛି ଏଠି ଏକି ମୋ ମନର ବିକୃତି
Loading comments…
Comments
Loading comments…