by Baijayantimala Rout ✓ · 6 Jan 2022
ପୂଣ୍ୟ ଗଙ୍ଗା ଜଳ ପାଦ ଧୌତ କରେ ଧରଣୀ ମାତାର ମୋର , ସୁନାର ଫସଲ ହସି ଉଠେ ଏଠି ଭରିଛନ୍ତି କେତେ ବୀର । କେତେ ଯାନିଯାତ କେତେ ପୂଜା ପର୍ବ ଭରିଛି ହୃଦୟେ ଯାର , ଶାନ୍ତି ମୈତ୍ରୀ ପ୍ରୀତି ଧ୍ବଜା ଉଡୁଥାଏ ଜନମ ଭୁଇଁରେ ମୋର ।
Loading comments…
Comments
Loading comments…