by Debadatta Jena ✓ · 9 Nov 2021
ନିଶିମଗ୍ନ ମୁଁ.. ନିଶ୍ଚିହ୍ନ ଏ ଅବଶେଷ.. ଅଶେଷ ଆଶ୍ଳେଷ ଯୁକ୍ତ, ନିଃସ୍ୱ,ଅସମ୍ପୂର୍ଣ୍ଣ.., ତିମିର ତମସାଚ୍ଛନ୍ନ.. ନିଘଞ୍ଚ ଏ ଅନ୍ଧକାର, ନିଃସ୍ତେଜ,ନିଖୁଣ.. ଅମାବାସ୍ୟା.. ପୟୋଧି ପ୍ରଲୁବ୍ଧ ମୁଁ..
Loading comments…
Comments
Loading comments…