by Bharatabandhu Biswal ✓ · 24 Mar 2021
ରୂପର ପ୍ରଦୀପ ଜାଳି ଫୁଲ ନବ ଛଇଳି ଗାଏ ପୁଣି ମିଠା ମିଠା ଗୀତ ମତୁଆଲା ହୁଏ ପ୍ରାଣ ଭ୍ରମଇ ମନ ଭ୍ରମର ସୁଗନ୍ଧେ ସେ ହୁଅଇ ମୋହିତ
Loading comments…
Loading comments…