by Ambuja Mohanty ✓ · 28 Oct 2020
ଅଶ୍ରୁପାତ କରାଇ ଦାମୋଦର ମନବାଞ୍ଛା ମୋର କି ଅଗୋଚର ପାଟ ପିତାମ୍ବରୀ ଜାତି ଅଞ୍ଜନ ପରଶିବି ତୁମ ପାଇଁ ବ୍ୟଞ୍ଜନ ବୁଝିଲନି ଜାଣି ପ୍ରେମିକାର ମନ ବ୍ୟଥା ଦେଇ ଏ କି ମାନ ଭଞ୍ଜନ ?
Loading comments…
Loading comments…